ଏହାସହ କରୋନାକୁ ନେଇ କଟକଣା ଜାରି ହୋଇଛି। ଏଭଳି ସ୍ଥିତିରେ କିଛି ସ୍ଥାନରେ ଏହାକୁ ଯେଉଁଭଳି ଭାବରେ ଉଲ୍ଲଘନ କରୁଛନ୍ତି, ଯାହାକୁ ନେଇ ସମସ୍ତେ ଚିନ୍ତିତ।
ମାନୁନାହାନ୍ତି ଲୋକେ, ଖୁଲମଖୁଲା ଚାଲିଛି ସାବିତ୍ରୀ ପୂଜା

କଟକ: କୋଭିଡ ନିୟମକୁ ଫୁ। ନିଆଳି ବ୍ଲକ ପହଙ୍ଗା ଗ୍ରାମପଞ୍ଚାୟତର ପହଙ୍ଗା ଗାଁରେ ଖୁଲମଖୁଲା ଚାଲିଛି ସାବିତ୍ରୀ ପୂଜା। କରୋନା ପାଇଁ ଚଳିତ ମାସ ୭ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପହଙ୍ଗା ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଏଠାରେ କିନ୍ତୁ ଚାଲିଛି ପୂଜାର୍ଚ୍ଚନା। କୋଭିଡ ନିୟମକୁ ଉଡାଇ ମନ୍ଦିରରେ ପୂଜା ପାଇଁ ଜମିଛି ଭିଡ। ବତ୍ତମାନ ପର୍ଯ୍ୟନ୍ତ ଲକଡାଉନ ଅବଧି ସରିନାହିଁ।
Download Argus News App
