ଏବେ ଖରାରେ ପିଲା ଆଉଟୁ ପାଉଟୁ ହେଉଥିବା ବେଳେ ଶିକ୍ଷକ ମାନଙ୍କ କାରନାମା ଅଂଚଳରେ ଆଚମ୍ବିତ କରିଛି । ଏପଟେ କେମିତି ପ୍ରଧାନ ଶିକ୍ଷୟତ୍ରୀ ଜାଣିପାରିଲେ ନାହିଁ ପଙ୍ଖା ବିକି ଖାଇଦେଲା ପିଟି ମାଷ୍ଟର ? ନା ଜାଣି ଶୁଣି ସବୁ ଚକ୍ରାନ୍ତ କରି ବିକ୍ରି କରିଛନ୍ତି ପଙ୍ଖା।
ଏବେ ଖାଲି ଦେଖିବାକୁ ବାକିରହିଲା କର୍ଯାନୁଷ୍ଠାନ କେବେ ହେବ । ଖବର ପାଇଁ କୋଇଡା ଡବ୍ଲୁଇଓ ନାଏକ ବାବୁ ଘଟଣାର ତଦନ୍ତ କରି ଫେରାର୍ ଥିବା ପିଟି ମାଷ୍ଟରକୁ ଚିଠି କରିଥିବା କହିଛନ୍ତି ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...