ମୃତକ ବିଶ୍ୱଜିତ ମହାନ୍ତ ଜଣେ ବନକର୍ମଚାରୀ, ଦୁଧିଆଣି ରେଞ୍ଜ ରେ କର୍ମରତ ଅଫିସ କାର୍ଯ୍ୟ ସାରି ନିଜ ଗ୍ରାମ ବଡ଼ଗାଁକୁ ବାଇକ ଯୋଗେ ଯାଉଥିବା ବେଳେ ଦୁର୍ଘଟଣାର ସିକାର ହୋଇଥିଲେ। ଅନ୍ୟ ଗୁରୁତରମାନଙ୍କୁ କରଞ୍ଜିଆ ହସ୍ପିଟାଲରେ ଭର୍ତି କରାଯାଇଛି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ସୂଚନା।
ଓଡିଶା ଖବର ଆହୁରି ପଢନ୍ତୁ