ସୂଚନାନୁସାରେ, ରାଜ୍ୟରେ ହୁହୁ ହୋଇ ବଢ଼ୁଛି ସଂକ୍ରମଣ । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ତେବେ ଏହାକୁ ପାଳନ କରିବା ଜରୁରୀ ହୋଇପଡୁଛି । ଯିଏ ଏହାକୁ ଅବମାନନା କରିବା ତାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କଟକ ଭୁବନେଶ୍ୱରରେ ୧୪୪ ଧାରା
ଭୁବନେଶ୍ୱର: କଟକ ଭୁବନେଶ୍ୱରରେ ୧୪୪ ଧାରା । ସାରା ରାଜ୍ୟରେ ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଟ୍ୱିନ ସିଟିରେ ବି କଡାକଡି ହୋଇଛି ନିୟମ । ରାତି ୯ଟାରୁ ଭୋର ୫ଟା ଯାଏ ଜାରି ହେବ ୧୪୪ ଧାରା । ଏହି ସମୟରେ କୌଣସି ପାସ ଦିଆଯିବ ନାହିଁ । ଅତ୍ୟାବଶ୍ୟକୀୟ ସେବା ରେ ଥିବା ଲୋକ ପରିଚୟ ପତ୍ର, ନହେଲେ ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପ୍ରମାଣ ପତ୍ର ଦେଖେଇ ଯିବା ଆସିବେ କରିବେ ।
ଉଚ୍ଚଶିକ୍ଷା ବିଭାଗ ଓ ଘରୋଇ ଶିକ୍ଷାନୁଷ୍ଠାନ ମିଳିତ ଚକ୍ରାନ୍ତ କରୁଛନ୍ତି: ଛାତ୍ର କଂଗ୍ରେସ

ଅର୍ଗସ ବ୍ୟୁରୋ: ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଲାଗିଲା ଅଙ୍କୁଶ । ସେଲ୍ପ ଫାଇନାନ୍ସିଂ କୋର୍ସ ଉପରେ ଲାଗିଲା ତାଲା । ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ରେଭେନ୍ସା ଓ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ସେଲ୍ପ ଫାଇନାସିଂ କୋର୍ସକୁ ବନ୍ଦ କରାଗଲା ।
ଉତ୍କଳ ବିଶ୍ୱବିଦ୍ୟାଳୟର ୮ଟି ପାଠ୍ୟକ୍ରମ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟର ୫୦୦ଟି ସିଟକୁ ଏବେ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛ
Download Argus News App
