କୌଣସି ଭକ୍ତ ଙ୍କୁ ପୀଠ କୁ ଆସିବାକୁ ଦିଆଯାଉନାହିଁ। ଆଜି ସନ୍ଧ୍ୟାରେ ବାବା ସିଂହନାଥ ପୀଠ ରୁ 144 ଧାରା ହଟିବ। ଆସନ୍ତା କାଲି ସକାଳୁ ସ୍ୱାଭାବିକ ହେବ ସିଂହନାଥ ପୀଠ ର ପରିବେଶ।ଦୂର ଦୂରାନ୍ତରୁ ଯେଉଁଭଳି ଭାବେ ଭକ୍ତ ମାନେ ଆସୁଥିଲେ ବାବା ଙ୍କୁ ଦର୍ଶନ କରୁଥିଲେ ସେଭଳି ଦର୍ଶନ ଜାରି ରହିବ ବୋଲି ବଡମ୍ବା ତହସିଲଦାର ନୀଳକଣ୍ଠ ବେହେରା ସୂଚନା ଦେଇଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ