ସେହିପରି ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜଲମାମୁଡ଼ି ପଂଚାୟତ ସ୍ଥିତ ସିଙ୍ଗାରମ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡିଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
ମାଲକାନଗିରି: ଟଳିଲେ 2 ମାଓବାଦୀ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଦୀର୍ଘ 2 ଘଣ୍ଟା ଗୁଳିବିନିମୟ ପରେ ଟଳିଲେ 2 ନକ୍ସଲ । 2 ମୃତ ନକ୍ସଲ ମଧ୍ୟରେ ଜଣେ ହାର୍ଡକୋର ମାଓବାଦୀ ଥିବାର ସୂଚନା ମିଳିଛି ।