ଅନ୍ୟପଟେ କୌଣସି ସୂତ୍ରରୁ ଖବର ପାଇଁ ଅଭିଯୁକ୍ତ ଜଣକ ଫେରାର ହେବାରେ ସଫଳ ହୋଇଥିଲା । ଏହି ଚଢ଼ଉ ରେ ବନପାଳ ଦିବସ ମାଝୀ, ଫରେଷ୍ଟ ଗାର୍ଡ ସତ୍ୟବାନ ମାଝୀ, ଚନ୍ଦ୍ରଶେଖର ଦାସ, ରଂଜିତା ପୋଢ଼, ପାରା ସ୍କ୍ୱାର୍ଡ ନାପ ବାଗ, ଗୋପୀ ପୁଟେଲ, ଅମର ନିଆଲ, ଶରତ ବେହେରା, କୁବେର ଠେଲା ସମେତ ଅନ୍ୟ ମାନେ ସାମିଲ ଥିଲେ । କାଠ ଚାଲାଣ ରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରିବାରେ ବନ ବିଭାଗ ବିଫଳ ହେବାରୁ ବିଭାଗ ଉପରେ ସନ୍ଦେହ ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର