ପୋଲିସ ଡ୍ରାଇଭର ଓ ହେଲପର ସହ ଗାଡିକୁ ଜବତ କରି ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି | ଏହି ଗାଡିଟି କୁଜଙ୍ଗ ଅଞ୍ଚଳରୁ ଆସି ଭୂତମୁଣ୍ଡାଇ ପୋଲ ଉପର ଦେଇ କଲିକତା ଯାଉଥିଲା ବୋଲି ଜଣାପଡିଛି। ତେବେ ଗତ ବର୍ଷ ମଧ୍ୟ ଗୋ ଚାଲାଣ ବେଳେ ଏହି ପିକଅପ୍ ଗାଡି ଟିକୁ କୁଜଙ୍ଗ ପୋଲିସ ଜବତ କରିଥିଲା।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ