ଅଧିକ ପଢନ୍ତୁ ଓଡ଼ିଶା ନ୍ୟୁଜ
ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୭ ଜିଲାରୁ ପାଖାପାଖି ୮୦ ଜଣ ବିଦ୍ୟାର୍ଥୀ ଏହି ସେଲ୍ଫ ଡ଼ିଫେଣ୍ଡ କାର୍ଯ୍ୟକ୍ରମ ପ୍ରଶିକ୍ଷଣ ନେବାକୁ ଆସିଛନ୍ତି । ପୂର୍ବରୁ ବହୁ ସଂଖ୍ୟାରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରମାନେ ଏହି ଅନୁଷ୍ଠାନରୁ ସେଲ୍ଫ ଡ଼ିଫେଣ୍ଡ କାର୍ଯ୍ୟକ୍ରମ ପ୍ରଶିକ୍ଷଣ ନେଇ ସାରିଛନ୍ତି । ଏହି ଶିକ୍ଷା ଦ୍ବାରା ଜଣେ ଯୁବତୀର ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ ବୋଲି ଉତ୍କଳ କରାଟେ ସ୍କୁଲ କତୃପକ୍ଷ କହିଛନ୍ତି ।