ଧାରଣାରେ ବସିଲେ ଯୋଗ୍ୟ ହିତାଧିକାରୀ
କଲେଜ ଛାତ୍ରକୁ ରାଗିଂ ସହ ନିସ୍ତୁକ ମାଡ ମାରିଲେ ସିନିୟର ଛାତ୍ର

ଅର୍ଗସ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ରେଗିଙ୍ଗ ଅଭିଯୋଗ। ମାଡ ମାରୁଥିବାର ଭିଡିଓ ଭାଇରାଲ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର କେତେକ ଛାତ୍ର ପ୍ରଥମ ବର୍ଷର ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମଧ୍ୟରେ ଦୁର୍ବ୍ୟବହାର କରିବାସହ ବିଚ୍ ରାସ୍ତା ଉପରେ ଗୋଡେଇ ଗୋଡେଇ ମାଡ ମାରୁଥିବା ଦୃଶ୍ୟ ଅର୍ଗସ ହାତରେ ଲାଗିଛି। ଭିଡିଓରେ ଜଣେ ଛାତ୍ରକୁ ସଂଘବଦ୍ଧ ଭାବରେ ଅନ୍ୟଛାତ୍ରମାନେ ମାଡ ମାରୁଛନ୍ତି। ଛାତ୍ର ଜଣକ ଫପସି ଗ୍ରାମର କାହ୍ନା ତାଣ୍ଡି ବୋଲି ଜଣାପଡିଛି । ଏନେଇ ଆମେ କଲେଜ ଅଧ୍ୟକ୍ଷ ଙ୍କ ସହିତ ଯୋଗାଯୋଗ କରିଥିଲେ ସୁଦ୍ଧା ସମ୍ଭବ ହୋଇପାରିନଥିଲା।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
Download Argus News App
