ସେହିପରି ଏ ହେଉଛି ଆଉ ଗୋଟାଏ ଘର । ସମାନ ଭବେ ଏହି ଘର ଝରକା ତାଡି ମଧ୍ୟ ଚୋରି ହାଇଛି 10 ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ କ୍ୟାସ ଏବଂ ଲ୍ୟାପଟପ୍ । ଘର ପଛ ପଟେ ସିସିଟିଭି ଲାଗିଛି ମାତ୍ର ସିସିଟିଭିକୁ ଭାଙ୍ଗି ଦୂର୍ବୃତ୍ତ ଘରେ ବୁଲାଇଛନ୍ତି କଳାକନା ।
ଏହିପରି ଭାବେ ଗୋଟିଏ ରାତିରେ ତିନୋଟି ଘର ଝରକା ତାଡି ଲୁଟ କରିଥିବା କହିଛନ୍ତି ଅଭିଯୋଗକାରୀ । ତେବେ ଲୁଟ୍ ପରେ ବିଡାନାସୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଁଚି ତଦନ୍ତ ଆରମ୍ଭ କରିଛି । ଖୁବ ଶୀଘ୍ର ଦୁର୍ବୁତ୍ତ ମାନଙ୍କୁ ଧରାଯିବ ବୋଲି କହିଛନ୍ତି କଟକ ଡିସିପି ।