ଲୋକ ଗାଡି ଚାଳକକୁ ଅଟକାଇ ମାଡ ମାରିବା ସହ ଗାଡିଟିକୁ ସଂମ୍ପୁର୍ଣ୍ଣ ଭଙ୍ଗାରୁଜା କରିଥିଲେ। ଘଟଣା ସ୍ଥଳରେ ମଧୁପାଟଣା ଆଇଆଇସି ସହ ଅନ୍ୟ ଥାନଧିକାରୀ ଓ ଏସିପି ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ଵୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ଗାଡି ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ଅଧିକ ପଢନ୍ତୁ ଓଡ଼ିଶା ଖବର