ଏହି ଜାନୁଆରୀ ୨ ତାରିଖ ଦିନ ୧୩ ନିରିହ ଆଦିବାସୀ ଏହାଙ୍କୁ ମନେ ପକେଇ ବା ପାଇଁ ଏହି ସହିଦ୍ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ପରି ଏବର୍ଷବି ଶାନ୍ତି ପୂଣ୍ଣ ଭାବେ ବିସ୍ଥାପିତ ବିରୋଧୀ ଜନମଚ୍ଚ ପକ୍ଷରୁ ପାଳନ କରାଯିବ। ପ୍ରଶାସନ ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ ରହିବ। ସହିଦ୍ ଦିବସ ପାଇଁ ଚମ୍ପା କୋଇଲ ଠାରେ ପୂଜାର୍ଚ୍ଚନା କରି ରାଲି ବାହାରି ଡ଼ୁବୁରୀ ଛକ ଦେଇ ଆମ୍ବଗାଡ଼ିଆ ବୀରଭୂମି ଠାରେ ପହଂଚି ବେ ଶାନ୍ତି ପୂର୍ଣ୍ଣ ଭାବେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ବିସ୍ଥାପିତ ବିରୋଧୀ ଜନମଞ୍ଚ ପକ୍ଷରୁ ପରମ୍ପରା କୁ ଜେମିତି ବଜାଇ ରଖିବା ପାଇଁ ସହିଦ୍ ସ୍ମୃତି ଦିବସ କୁ ପାଳନ କରାଯିବ। ଚଳିତ ବର୍ଷ ଜନମଞ୍ଚ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଥିବା ବେଳେ ଆଇନ୍ ସୁଙ୍ଖଳା ପ୍ରରି ସ୍ଥିତି କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ବ୍ୟଫକ ବନ୍ଦ ବସ୍ଥ କରାଯାଇଛି। Ad sp ୧ଜଣsub inspector ୨୫ଜଣ dsp ୪ଜଣେ I.i.c.୯ ଜଣ ଏବଂ ଜଣ ୬ ପ୍ଲାଟୁନ ଫୋର୍ସ ୫୪ ଜଣ ହୁମୁଗାଡ ୨ ଏକେଜୁଟୁ ମାଜେଷ୍ଟେଷ୍ଟେ ନିୟୋଜିତ ହେଉଛନ୍ତି। ନିଶ୍ଚିତ ଭାବେ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହେବ ବୋଲି କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକାରୀ ଥାନା ସୂଚନା ଦେଇଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ