ହେଲେ ସବୁ ଖେଳ ତମାମ ହେଇଯାଇଛି। ପୁଲିସ ହାତରେ ଧରାପଡିଛି, ଏହି ରେଡଲାଇଟ୍ ଅଞ୍ଚଳ। ଦୃଶ୍ୟ କଟକ ବାଦାମବାଡ଼ିର। ଯେଉଁଠୁ ଧରାପଡିଛନ୍ତି ୫ ଜଣ ଦେହଜୀବୀ। ସବୁଠୁ ଆଶ୍ଚର୍ଯ୍ୟକର କଥା, ଏହି ଦେହଜୀବୀମାନଙ୍କ ଭିତରେ ଜଣେ ପୁଲିସଙ୍କ ପତ୍ନୀ ମଧ୍ୟ ରହିଛନ୍ତି। ଯିଏ କି ୨ଟି ଛୁଆର ମା’। ସ୍ବାମୀ ୬ଷ୍ଠ ବାଟାଲିଆନରେ ଜଣେ କନଷ୍ଟେବଳ। କେବଳ ସେତିକି ନୁହେଁ ଏହି ଘଟଣାରେ ଅଟକ ଥିବା ରାଣୀ ମହୁମାଛି ନିଜକୁ ୱେବ ମେଡିଆ ସାମ୍ବାଦିକ ବୋଲି ପରିଚୟ ମଧ୍ୟ ଦେଇଛନ୍ତି।
କମିଶନରେଟ୍ ପୁଲିସର ସ୍ବତନ୍ତ୍ର ସ୍କାର୍ଡ ଏହାକୁ ଠାବ କରିବା ପରେ, ଆଗକୁ ଏମିତି ବେଆଇନ୍ କାମ ଉପରେ ନଜର ରଖାଯିବ ବୋଲି କହିଛନ୍ତି କଟକ ଡିସିପି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।