ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ସହ କିଛି ଯୁବକ ମିଶି ଏମାନଙ୍କୁ କାବୁ କରିବା ସହ ଥାନାକୁ ଜଣାଇଥିଲେ l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଉକ୍ତ ମହିଳାଙ୍କୁ ଡାକ୍ତରୀ ମଇନା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଉକ୍ତ ଦୁଇ ଯୁବକ ପୁରୀ ଅଞ୍ଚଳର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।