ସଂପୃର୍ଣ୍ଣ ମେକିଂ ଚାର୍ଜ ଛାଡ଼ ସହ ଫ୍ଲାଟ 50 ପ୍ରତିଶତ ରିହାତି ବିଭିନ୍ନ ସାମଗ୍ରୀ ଉପରେ। ଦ୍ବିତୀୟ ପୁର୍ତ୍ତି ଅବସରରେ ଆଜିଠୁ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଏହି ଅଫରର ସୁବିଧା ଗ୍ରାହକ ମାନେ ନେଇ ପାରିବେ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ: ସହିଦ ନଗର ସ୍ଥିତ ସ୍ମାଇଲ୍ଡ ଗୋଲ୍ଡ ଜୁଏଲର୍ସକୁ ଦୁଇ ବର୍ଷ ପୁରିଛି। ଏହି ଦୁଇ ବର୍ଷରେ କ୍ବାଲିଟି ଏବଂ ସର୍ଭିସ ପାଇଁ ସୁନା ପ୍ରେମୀଙ୍କ ପାଖରେ ବେଶ ଆଦୃତ ହୋଇ ପାରିଛି ସ୍ମାଇଲ୍ଡ ଗୋଲ୍ଡ ଜୁଏଲର୍ସ। 10 ହଜାର ଅଧିକ ଗ୍ରାହକଙ୍କ ଏବେ ପ୍ରଥମ ପସନ୍ଦ ସାଜିଛି ସ୍ମାଇଲ୍ଡ ଗୋଲ୍ଡ। ତେବେ ଦ୍ବିତୀୟ ବର୍ଷ ପୁର୍ତ୍ତି ଅବସରରେ ସେଲିବ୍ରେସନ କରିବା ସହ ଗ୍ରାହକଙ୍କ ପାଇଁ ରହିଛି ଧମାକାଦାର ଅଫର।
ସଂପୃର୍ଣ୍ଣ ମେକିଂ ଚାର୍ଜ ଛାଡ଼ ସହ ଫ୍ଲାଟ 50 ପ୍ରତିଶତ ରିହାତି ବିଭିନ୍ନ ସାମଗ୍ରୀ ଉପରେ। ଦ୍ବିତୀୟ ପୁର୍ତ୍ତି ଅବସରରେ ଆଜିଠୁ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଏହି ଅଫରର ସୁବିଧା ଗ୍ରାହକ ମାନେ ନେଇ ପାରିବେ।
ଅଧିକ ପଢନ୍ତୁ ଓଡିଶା ଖବର