ସେପଟେ ରତ୍ନ ଭଣ୍ଡାର ଖୋଲିବା ନେଇ ସୁପ୍ରିମକୋର୍ଟ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ କହିଥିଲେ କିନ୍ତୁ ସରକାର ଏବଂ ମନ୍ଦୀର ସମିତି ମତେ କିଛି ପଚାରୁନାହାନ୍ତି ତେଣୁ ମୋର ଏଇ ବିଷୟରେ କିଛି କହିବାର ନାହିଁ ବୋଲି କହିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ।
ୟୁନିଅନ ବଜେଟରେ ସନାତନ ଧର୍ମ ପାଇଁ କିଛି ଅର୍ଥ ଦେବା ପ୍ରସଙ୍ଗରେ ସରକାରଙ୍କ ମନ୍ଦିର ମଠ ଉପରେ ନିୟନ୍ତ୍ରଣ ନ ରହିବ ଭଲ । ସରକାର ନଜର କିଛି ବି ଅଧିକାର ନାହିଁ । ଓଡିଶାରେ ଏତେ ସବୁ କିଛି ଥାଇ କଣ ପାଇଁ ଓଡିଶା ଆଜି ଗରିବ ଖଣି ଖାଦାନ ଠାରୁ ଆରମ୍ଭ କରି ପ୍ରାକୃତିକ ଜିନିଷ ଅଛି କାହିଁକି ପୁଣି ଆଜି ଓଡିଶା ଗରିବଙ୍କ ଲିଷ୍ଟରେ ବୋଲି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ।