Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଭୁବନେଶ୍ୱର ପ୍ରାର୍ଥୀ ଟେନସନ୍ ଭିତରେ ନବୀନ ନିବାସରେ ବଡ଼ ବୈଠକ
ମୁଣ୍ଡ ଉପରେ ତାତି, ପାଦ ତଳେ ତାତି; ଡହ ଡହ ଖରାରେ କଲବଲ ଶ୍ରଦ୍ଧାଳୁ
ପୁରୀ: କୋଟି କୋଟି ଟଙ୍କାର ବ୍ୟୟ ପରେ ବି ଦର୍ଶନ ପାଇଁ ତାତିରେ ଡହଳ ବିକଳ ହେଉଛି ଭକ୍ତ । ଏସି ସେଡରୁ ବାହାରିବା ପରେ ତାତିରେ ଫୋଟକା ହେଉଛି ଭକ୍ତଙ୍କ ପାଦ । ତେଣୁ କୋଉ ବାଟେ ବି ପ୍ରବେଶ କରିଯିବାକୁ ଚାହୁଁଛି ଭକ୍ତ । ଯାହାଫଳରେ ଆଜି ପଶ୍ଚିମଦ୍ୱାରରେ ଭିଡ ହେବା ସହ ଠେଲାପେଲା ଯୋଗୁଁ ଘଟିଛି ବଡ ଅଘଟଣ। ଯାହାର ପରିଣାମ ସ୍ବରୂପ ଦୁଇ ଭକ୍ତ ଆହତ ହୋଇଥିବା ବେଳେ ଅନେକଙ୍କ ପାଇଁ ଯନ୍ତ୍ରଣ
ଏପ୍ରିଲ ୬ତାରିଖ ଯାଏ ତାତିରୁ ନାହିଁ ନିସ୍ତାର
ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ପ୍ରଥମ ଥର ରାଜ୍ୟର 5 ସହର ତାପମାତ୍ରା ୪୦ ଛୁଇଁଲା । ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା, ନୟାଗଡ଼ର ତାପମାତ୍ରା ଆଜି 40 ଛୁଇଁଛି । ଭୁବନେଶ୍ବର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୬ତାରିଖ ଯାଏ ତାତିରୁ ମିଳିବ ନାହିଁ ନିସ୍ତାର । ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ଆସନ୍ତା ମାସ ପ୍ରଥ