ସେମାନଙ୍କୁ ଏଯାଏଁ ଥଇଥାନ କରି ନଥିବା ବେଳେ ଏବେ ପୁଣି ଥରେ ଉଠା ଦୋକାନୀଙ୍କୁ ଉଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ରିୟା ଆରମ୍ଭ କରିଛି। ଯାହାକୁ ନେଇ ଦୋକାନୀ ମାନେ ଓମ୍ ପି ଛକରେ ଧାରଣରେ ବସିଛନ୍ତି।ଦୋକାନୀମାନେ ଖୁବ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ବିନା ଥଇଥାନରେ ଉଛେଦକୁ ଦୋକାନୀଙ୍କ ବିରୋଧ

ଅର୍ଗସ ବ୍ୟୁରୋ: ଦୋକାନୀଙ୍କ ବିରୋଧ।ବିନା ଥଇଥାନରେ ଉଛେଦକୁ ବିରୋଧ କରି କଟକ ଓମ୍ ପି ରେ ଥିବା 40 ରୁ ଉର୍ଦ୍ଧ ଦୋକାନୀଙ୍କ ବିରୋଧ। ହକି ଉଦ୍ଧଘଟନୀ ସମୟରେ ରାସ୍ତା କଡରେ ଥିବା ଉଠା ଦୋକାନୀଙ୍କୁ ଉଛେଦ କରିଥିଲା ଜିଲ୍ଲା ପ୍ରଶାସନ ।
Download Argus News App
