ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ଏହି ହଲକୁ ଉଚ୍ଛେଦ କରାଯାଇଛି ବୋଲି ସୂଚନା ମିଳିଛି । ଜେସିବି ସାହାଯ୍ୟରେ ସମ୍ପୂର୍ଣ୍ଣ ଭାବରେ ସିନେମା ହଲଟିକୁ ଭଙ୍ଗା ଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମାଟିରେ ମିଶିଲା ଶ୍ରୀକୃଷ୍ଣ ସିନେମା ହଲ । ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରଠାରୁ ମାତ୍ର 100ମିଟର ଦୂର ତଥା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପଛପାଖରେ ରହିଥିବା ଶ୍ରୀକ୍ଷେତ୍ରର ଶ୍ରୀକୃଷ୍ଣ ସିନେମା ହଲକୁ ଉଛେଦ କରାଯାଇଛି ।ଶ୍ରୀକୃଷ୍ଣ ସିନେମା ହଲ ଗଢିଉଠିଥିବା ଜମିଟି ଶ୍ରୀମନ୍ଦିର ଅଧୀନରେ ରହିଥିବା ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।
ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ଏହି ହଲକୁ ଉଚ୍ଛେଦ କରାଯାଇଛି ବୋଲି ସୂଚନା ମିଳିଛି । ଜେସିବି ସାହାଯ୍ୟରେ ସମ୍ପୂର୍ଣ୍ଣ ଭାବରେ ସିନେମା ହଲଟିକୁ ଭଙ୍ଗା ଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: