9ଟାବେଳେ କର୍ଫ୍ୟୁ ଅଛି ଭାବି ବଜାରରେ ଭିଡ଼ ଜମାନ୍ତୁ ନାହିଁ । ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି । ସମୟ ଆସିଛି ଦାୟିତ୍ୱ ନେବାର । ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନନ୍ତୁ । ପ୍ରତ୍ୟେକ ଦିନ ତଳସ୍ତରରୁ ମନିଟର କରୁଛୁ । ଯଦି ଆଗକୁ ଆଗକୁ ଅଧିକ ଲୋକ ସଂକ୍ରମିତ ହୁଅନ୍ତି, ତାଙ୍କୁ ଘରୋଇ ସଙ୍ଗରୋଧରେ ରଖିବାର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ: ଜଣେ ଛତିଶଗଡ଼ ଫେରନ୍ତାଠୁ 30 ଜଣଙ୍କୁ ବ୍ୟାପୁଛି ସଂକ୍ରମଣ
ପୋଖରୀରୁ ବେଆଇନ ମାଛ ଧରାକୁ ବିରୋଧ କରିବାରୁ ନୂତନ ସରପଞ୍ଚଙ୍କୁ ହତ୍ୟା ଧମକ

ଭଦ୍ରକ : ପୋଖରୀରୁ ବେଆଇନ ଭାବେ ମାଛ ଧରାକୁ ବିରୋଧ କରିବାରୁ ନୂତନ ସରପଞ୍ଚଙ୍କୁ ହତ୍ୟା ଧମକ । ଭଦ୍ରକ ବ୍ଲକ ଅଧିନସ୍ଥ ସାହାଡ଼ା ପଞ୍ଚାୟତରେ ଗତ କିଛି ବର୍ଷ ହେଲା ବେଆଇନ ଭାବେ 10 ଗୋଟି ପୋଖରୀକୁ ନିଲାମ କରା ନ ଯାଇ ମାଛ ଧରା ଯାଉଛି।
ତେବେ ସରପଞ୍ଚ ମାଧବ ମଲ୍ଲିକ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏହି ପ୍ରସଙ୍ଗରେ ପଚାରିବାରୁ ସେ ଏହି ବିଷୟରେ ତଥ୍ୟ ନ ଦେଇ ଓଲଟ
Download Argus News App
