ପର୍ଯ୍ୟଟନ ର ଋତୁ ଚାଲି ଥିବାରୁ ଏହି ସ୍ଥାନ କୁ ହଜାର ହଜାର ସଂଖ୍ୟକ ଲୋକ ବଣଭୋଜି କରିବାକୁ ଆସିଥାନ୍ତି l କିନ୍ତୁ ପିଇବାପାଣି ର ସମସ୍ୟା ହୋଇଥିବା ବେଳେ ରାସ୍ତା, ଆଲୋକି କରଣ,ପାନ୍ଥଶାଳା ର ବ୍ୟବସ୍ଥା କରାଗଲେ ପର୍ଯ୍ୟଟନ ମାନେ ଅଧିକ ଅଧିକ ଆକୃଷ୍ଟ ହୋଇ ଆସି ପାରନ୍ତେ l ଖୋଦ ବାଲେଶ୍ୱର ଜିଲ୍ଲା ରୁ ଜାଇ ପର୍ଯ୍ୟଟନ ମନ୍ତ୍ରୀ ହୋଇଥିବା ଅଶ୍ୱନୀ ପାତ୍ର ଙ୍କୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସିଙ୍ଗାଖୁଣ୍ଟା ସରପଞ୍ଚ l ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲେ ପର୍ଯ୍ୟଟନ ସ୍ଥଳୀର ବିକାଶ ହେବା ସହିତ ଅଞ୍ଚଳ ର ବିକାଶ ହୋଇପାରନ୍ତା l
ଖୋଦ ପର୍ଯ୍ୟଟନ ମନ୍ତ୍ରୀ ଙ୍କ ଜିଲ୍ଲା ରେ ଅବହେଳିତ ହୋଇ ପଡ଼ିରହିଛି ପର୍ଯ୍ୟଟନ କ୍ଷେତ୍ର l କେବେ ଏହି ପର୍ଯ୍ୟଟନ କ୍ଷେତ୍ର ର ବିକାଶ ହେବ ଏବଂ ପର୍ଯ୍ୟଟନ କ୍ଷେତ୍ର ସହ ସୋର ଯୋଡିହେବ ତାକୁ ହିଁ ଅପେକ୍ଷା l