ଏକ ମାସ ଭିତରେ ଶାଶୁ ଘରକୁ ଫେରିବେ ଶ୍ରେୟା। ଦୂତୀୟ କାଉନ୍ସିଲିଂ ରେ ସମାଧାନ ର ବାଟ ବାହାରିଲା। ବୁଝାମଣା ପାଇଁ କଟକ ଜିଲ୍ଲା ମହିଳା ଥାନାରେ ପହଞ୍ଚିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ।
ହ୍ୟୁମାନ-ଶ୍ରେୟା ବିବାଦ ତୁଟିଲା

କଟକ: ହ୍ୟୁମାନ-ଶ୍ରେୟା ବିବାଦ ତୁଟିଲା। ଆପୋଷ ବୁଝାମଣା ପରେ ଉଭୟ ପକ୍ଷ ଦେଲେ ପ୍ରତିକ୍ରିୟା। ଆମ ବିବାଦ ତୁଟିଲା ଖୁବ୍ ଶୀଘ୍ର ଏକାଠି ହେବୁ ବୋଲି କହିଲେ ହ୍ୟୁମାନ। ଶ୍ରୀୟା କହିଲେ, ଆମେ ଦୁହେଁ ଏବେ ଏକାଠି କେବଳ ଛୋଟ ମିସ୍ ଅଣ୍ଡର ଷ୍ଟାଣ୍ଡିଂ ହୋଇଯାଇଥିଲା ।
Download Argus News App
