ମୌସୁମୀ ପୁର୍ବରୁ ଜଳ ବନ୍ଦୀରେ କଟକ ସହର
ରାଜ୍ୟରେ ପୁଣି 6 ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା ଭୂତାଣୁ

ଅର୍ଗସ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ଦୁଃଖଦ ଖବର। ଆଜି ରାଜ୍ୟରେ 6 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା ଭୂତାଣୁ। ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି ପାଇଛି। ଏ ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ଜଣେ 45 ବର୍ଷୀୟ ପୁରୁଷ, 72 ବର୍ଷୀୟ ବୃଦ୍ଧ ଓ 63 ବର୍ଷୀୟ ବୃଦ୍ଧ ରହିଛନ୍ତି। ସେହିପରି ଭୁବନେଶ୍ଵରର ଜଣେ 67 ବର୍ଷୀୟ ବୃଦ୍ଧ ରହିଛନ୍ତି। ସେ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନୀ ରୋଗରେ ପୀଡିତ ଥିଲେ। କଟକ ଜିଲ୍ଲାରୁ ଜଣେ 40 ବର୍ଷୀୟ ପୁରୁଷ, ଓ ଗଞ୍ଜାମ ଜିଲ୍ଲାରୁ ଅନ୍ୟ ଜଣେ 49 ବର୍ଷୀୟ ପୁରୁଷ ରହିଛନ୍ତି।
ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ ସୁବାସ ସିଂହ
ଅର୍ଗସ ବ୍ୟୁରୋ: ମାଲକାନଗିରିରେ ତୀବ୍ର ପ୍ରତିକ୍ରିୟା । ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ କଟକ ମେୟର ସୁବାସ ସିଂହ । ଏଠି ପ୍ରଶ୍ନ, ମାଲକାନାଗିରି କଣ କଳାପାଣି ?
ମାଲକାନାଗିରି କଣ କଳାପାଣି .....ନା ମାଲକାନାଗିରି କଣ ପନିସମେଣ୍ଟ ଜିଲ୍ଲା । କାହିଁକି ବିଜେଡିର ନେତା,ମନ୍ତ୍ରୀ, ବିଧାୟକ ମାନେ ବାରମ୍ବାର ଅଫିସରଙ୍କୁ ମାଲକାନାଗିରି ପଠା
Download Argus News App
