ନିହତ ୬ ଆତଙ୍କବାଦୀଙ୍କ ମଧ୍ୟରୁ ୪ଜଣଙ୍କର ପରିଚୟ ମିଳିଛି। ସେମାନଙ୍କ ମଧ୍ୟରୁ ୨ଜଣ ପାକିସ୍ତାନରୁ ଆସିଥିଲା ବେଳେ ୨ଜଣ ସ୍ଥାନୀୟ ଆତଙ୍କବାଦୀ।
ଅନ୍ୟ ୨ଜଣ ଆତଙ୍କବାଦୀଙ୍କ ପରିଚୟ ସଂକ୍ରାନ୍ତରେ ସୁନିଶ୍ଚିତ ହେବାକୁ ଉଦ୍ୟମ ଚାଲିଛି । ୨ଟି ଏନ୍କାଉଣ୍ଟରରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଅର୍ଗସ୍ ବ୍ୟୁରୋ : ଏନ୍କାଉଣ୍ଟରରେ ୬ ଆତଙ୍କବାଦୀ ମୃତ। ନିହତ ଆତଙ୍କବାଦୀମାନେ ଥିଲେ ‘ଜୈଶ୍-ଏ-ମହମ୍ମଦ୍’ ସହ ଅନୁବନ୍ଧିତ ସଂଗଠନର ସଦସ୍ୟ । ଜାମ୍ମୁକାଶ୍ମୀରର ଅନନ୍ତନାଗ ଓ କୁଲ୍ଗାମ୍ ଜିଲ୍ଲାରେ ଆତଙ୍କବାଦ ଅଭିଯାନ ଆରମ୍ଭ ହୋଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି ।