କୋଭିଡ ଗାଇଡ ଲାଇନ ଭିତରେ ପାଠପଢା ହେବ। ଦୀପାବଳି ପରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ଦଶମ ଓ ଦ୍ଵାଦଶ ଶ୍ରେଣୀ କ୍ଲାସରୁମ ପାଠପଢା ଆରମ୍ଭ ହେବା ପରେ ଆସ୍ତେ ଆସ୍ତେ ପରିସ୍ଥିତି ଦେଖି ଶିକ୍ଷାନୁଷ୍ଠାନ ଖୋଲୁଛି।
ନଭେମ୍ବର ୧୫ରୁ କ୍ଲାସରୁମରେ ପାଠ ପଢିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା
Download Argus News App
