ଗ୍ରାମବାସୀ ଭୟଭୀତ ହୋଇ ବନବିଭାଗ ଓ ସ୍ନେକ କ୍ୟାଚରଙ୍କୁ ଖବର ଦେଇଥିଲେ l ଖବର ପାଇ ସ୍ନେକ କ୍ୟାଚର ହରିଶ୍ ପାଢୀ ଘଟଣା ସ୍ଥଳରେ ପହଞ୍ଚି ବିଶାଳ କାୟ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି l
୧୫ ଫୁଟିଆ ଅହିରାଜ ସାପ ଉଦ୍ଧାର
Download Argus News App
