ଅଧିକ ପଢନ୍ତୁ : `ଲକ୍ଷ୍ମୀ' ବସ୍ଷ୍ଟାଣ୍ଡ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ
ଏହାସହ ବସ୍ର କାଚ ବି ଭାଙ୍ଗି ଦେଇଛନ୍ତି । ପ୍ରଥମେ ବସ୍ କଣ୍ଡକ୍ଟର ଓ ପରେ ଡ୍ରାଇଭରଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି ଦୁର୍ବୃତ୍ତ ।
ଅର୍ଗସ ବ୍ୟୁରୋ : ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କୁ ବିଚ୍ ରାସ୍ତାରେ ମାଡ଼ । ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ଘଟିଛି ଏ ଘଟଣା । କେନ୍ଦ୍ରାପଡ଼ା ରାଜନଗର ଗୋପାଳପୁର ବସ୍ଷ୍ଟାଣ୍ଡ ନିକଟରେ ଡ୍ରାଇଭର ଅରବିନ୍ଦ ରାଉତଙ୍କୁ ବସ୍ରୁ ଟାଣି ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି କିଛି ଅସାମାଜିକ ବ୍ୟକ୍ତି ।
ଅଧିକ ପଢନ୍ତୁ : `ଲକ୍ଷ୍ମୀ' ବସ୍ଷ୍ଟାଣ୍ଡ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ
ଏହାସହ ବସ୍ର କାଚ ବି ଭାଙ୍ଗି ଦେଇଛନ୍ତି । ପ୍ରଥମେ ବସ୍ କଣ୍ଡକ୍ଟର ଓ ପରେ ଡ୍ରାଇଭରଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି ଦୁର୍ବୃତ୍ତ ।