ତେବେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ ତାକୁ ନେଇ ବଢ଼ୁଛି ଉତ୍ତେଜନା। ଏହା ପୂର୍ବରୁ ଏଭଳି ଭାବରେ ଅନେକ ଭିଡିଓ ଭାଇରାଲ ହେଉଥିବା ମଧ୍ୟ ନଜିର ରହିଛି। ତେବେ ପୋଲିସର କାର୍ଯ୍ୟକାରିତି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଅର୍ଗସ ବ୍ୟୁରୋ: ଜନ୍ମଦିନରେ ଅଜବ ସେଲିବ୍ରେସନ ଖଣ୍ଡାରେ କେକ କାଟୁଥିବାର ଭିଡିଓ ଭାଇରଲ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ। କିଛି ଯୁବକ ଖଣ୍ଡାରେ କେକ୍ କାଟୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।କେକ କାଟୁଥିବା ଯୁବକ ଜଣକ ପୁତୁଲ ମାନସିଂହ।ବିଜେଡି ନେତା ବିଭୁତି ବଳବନ୍ତରାୟଙ୍କ ଅତି ଘନିଷ୍ଠ ପୁତୁଲ ବୋଲି ଜଣାପଡିଛି।