ମୃଦଙ୍ଗ ବଜାଇବା ନିଶା ତାଙ୍କୁ ଆଜି ଆଣିଦେଇଛି ଢେର୍ ସାରା ସମ୍ମାନ। ମୃଦଙ୍ଗ ସହିତ କଳାହାଣ୍ଡିଆ ଢଗ ରେ ଦର୍ଶକଙ୍କୁ ବାନ୍ଧିକି ରଖିଦେଇଥାନ୍ତି। ୩୦ ଜାନୁୟାରୀରେ ସଙ୍ଗୀତ ମୂର୍ଚ୍ଛନା ଓ ଓଡ଼ିଶା ସଂସ୍କୃତି କଳା ଏକାଡେମୀ ତରଫରୁ ଭଞ୍ଜ କଳା ମଣ୍ଡପ ଠାରେ ଜିଲ୍ଲାରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଜିଲ୍ଲାରତ୍ନ ସମ୍ମାନିତ ପରେ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।
ଜିଲ୍ଲାରତ୍ନ ସମ୍ମାନରେ ସମ୍ମାନିତ ହେଲେ ସୋମନାଥ
Download Argus News App
