ଏବେ ସମ୍ପତ୍ତି ପାଇବା ଆଶାରେ ରାଜପୁର ଗାଁର ତନ୍ତ୍ରମନ୍ତ୍ର ସାଧକ ଚିତ୍ରସେନ ରଣାଙ୍କ ସହ ମିଶି ବାପାଙ୍କୁ ବଳି ଦେବାକୁ ଯୋଜନା କରିଥିଲା । ଏକ ନୂଆ ପ୍ରକୋଷ୍ଠ ଭିତରେ ବାପାଙ୍କୁ ନୂଆ ଲୁଗା, ଫୁଲମାଳ ଓ ଅସ୍ତ୍ରଶସ୍ତ୍ର ସୁସଜ୍ଜିତ କରି ବଳି ଦେବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚିଥିଲା ସେଠାରେ ।
ବୃଦ୍ଧ ବାପାଙ୍କୁ ଉଦ୍ଧାରବେଳେ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଅଭିଯୁକ୍ତ ପୁଅ । ଏଥିରେ ସ୍ଥାନୀୟ ଗ୍ରାମରକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଥିବାବେଳେ ଅନ୍ୟଜଣେ ସୁରକ୍ଷା କର୍ମୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବରପାଇ ଜୟପାଟଣା ଏସଆ, କଲମପୁର ଫାଣ୍ଡି ଅଧିକାରୀ ଅଭିଯୁକ୍ତକୁ କାବୁ କରିଛନ୍ତି ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...