ସେହିପରି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହା ବଜାରରେ ଅମାନିଆଙ୍କୁ ଜଗିବ । ଅମାନିଆ ହୋଇ ଦୋକାନ ଖୋଲିଲେ ସିଲ୍ କରାଯିବ । ଆବଶ୍ୟକ ପଡିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।
ରଜ ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସ କମିଶନରର ସ୍ୱତନ୍ତ୍ର ଟିମ ଗଠନ
ଭୁବନେଶ୍ୱର: ବଜାରରେ ସାବିତ୍ରୀ ଭିଡ଼ ପରେ କମିଶନରେଟ୍ ପୁଲିସର ନିଦ ଭାଙ୍ଗିଲା । ରଜରେ ଯେପରି ଭିଡ଼ ନହୁଏ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି କମିଶନରେଟ ପୋଲିସ । ଏଥିପାଇଁ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
Download Argus News App
