5 ଦିନ ହେଲା ଧାରଣାରେ ବସିଛନ୍ତି ଶିକ୍ଷକ । କଳା ଓ କ୍ରୀଡା କ୍ଷେତ୍ରରେ ତୃଣମୂଳସ୍ତରରୁ ବିକାଶ ପାଇଁ ସରକାର ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛନ୍ତି। ହେଲେ ସେମାନଙ୍କୁ ପାର୍ଟ ଟାଇମ ଇନଷ୍ଟ୍ରକ୍ଟର ଭାବରେ ନୁହେଁ ,ବରଂ ସ୍ଥାୟୀ ଭାବରେ ନିଯୁକ୍ତି ପାଇଁ ମହାସଂଘ ପକ୍ଷରୁ ଦାବୀ କରାଯାଇଛି।
5 ଦିନ ହେଲା ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶିକ୍ଷକ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ଧାରଣା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ସର୍ବ ଶିକ୍ଷା ଅଭିଯାନ ଯୋଜନାରେ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କର ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ଧାରଣା।
Download Argus News App
