ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅନ୍ୟଜଣେ ଛାତ୍ରଙ୍କୁ ସ୍କୁଲରେ ଅଟକ ରଖାଯାଇଛି । ଗୁରୁତର ଆହତ ଛାତ୍ର ଜଣକ ହେଲେ ଅମିତ ନାୟକ । ଅନ୍ୟପଟେ ଖବର ପାଇଁ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗଞ୍ଜାମ : ଝିମିଟି ଖେଳରୁ ମହାଭାରତ । କମେଣ୍ଟ ମରାକୁ କେନ୍ଦ୍ର କରି ସ୍କୁଲରେ ଚାଲିଲା ଛୁରୀ । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ହାଇସ୍କୁଲରେ ଘଟିଛି। ଥଟ୍ଟମଜାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଛି । ଯାହାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।