ଅର୍ଗସ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ ..
ଭୁବନେଶ୍ଵର: ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରୁଛନ୍ତି। 2021-2022 ଆର୍ଥିକ ବର୍ଷ ପାଇଁ ସେ ବଜେଟ ଉପସ୍ଥାପନ କରୁଛନ୍ତି। କରୋନାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ କ୍ଷେତ୍ରରେ କିଛି ନୂତନତ୍ଵ ଦେଖିବାକୁ ମିଳିପାରେ। ଚଳିତ ବର୍ଷ ବଜେଟରେ ଶିକ୍ଷାକୁ ମଧ୍ୟ ଗୁରୁତ୍ଵ ଦିଆଯାଇପାରେ। ଏହା ବ୍ୟତୀତ ଅନେକ କ୍ଷେତ୍ର ଉପରେ କିଛି ପ୍ରମୁଖ ପଦକ୍ଷେପ ଦିଆଯାଇପାରେ।