ପୂର୍ବରୁ ଦେଶର କିଛି ରାଜ୍ୟ ଯଥା ତେଲେଙ୍ଗାନା, ରାଜସ୍ଥାନ, ତାମିଲନାଡୁ ଓ ମଧପ୍ରଦେଶ ବ୍ଲାକ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କରିଛନ୍ତି । ବର୍ତ୍ତମାନ ଓଡ଼ିଶାରେ 5 ଜଣରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜଣେ ଏହି ରୋଗର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ବ୍ଲାକ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କଲେ ରାଜ୍ୟ ସରକାର
ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସକୁ ମାଡ ଘଟଣା, ଆହୁରି 100 ଜଣଙ୍କୁ ଖୋଜୁଛି ପୋଲିସ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ମାଡ଼ ଘଟଣା । 24 ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇିଛି । ଆହୁରି 100 ଜଣକୁ ଖୋଜୁଛି ପୋଲିସ ।
ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇପଡିଛି । ଗତ ଶୁକ୍ରବାର ବାଲିପାଟଣା ଥାନା ରାଜସ୍ୱ ଗାଁରେ ବିଳମ୍ବିତ ରାତିରେ ଜୁଆ ଆଡା ଉପରେ ରେଡ୍ ବେଳେ ନିର୍ଧୁମ ମାଡ଼ ଖାଇଥିଲା ପୋଲିସ
Download Argus News App
