ବରଗଡ ଜିଲ୍ଲାରୁ 95ପ୍ରତିଶତ ଧାନ କିଣାଯାଇଛି। ପଡୋଶୀ ରାଜ୍ୟରେ ରବି ଋତୁରେ ଧାନ କିଣାହୁଏ ନାହିଁ। ପଡୋଶୀ ରାଜ୍ୟର କିଛି ଚାଷୀ ଓଡିଶାରେ ଧାନ ବିକବାକୁ ଚେଷ୍ଟା କରୁଛନ୍ତି। ବିରୋଧି ରାଜନୈତିକ ଏଜେଣ୍ଡା ରଖି ରାଜନୀତି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ମଣ୍ଡିରୁ ଆଉ ଧାନ ଉଠାଇବେନି ରାଜ୍ୟ ସରକାର- ରଣେନ୍ଦ୍ର ପ୍ରତାପ ସ୍ଵାଇଁ
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
