ବର୍ଷା ଦିନ ପୂର୍ବରୁ ବନ୍ଧ ଗୁଡ଼ିକର ମରାମତି କରାଗଲା ନାହିଁ । ସେ ଦିଗରେ ଯେଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା ରାଜ୍ୟ ସରକାର କରିନାହାନ୍ତି । ୨୨ ବର୍ଷ କିଛି କଲେ ନାହିଁ । ବନ୍ୟାରେ ଚାଷୀକୁଳ ବହୁତ କ୍ଷତି ହୋଇଛି। କଂଗ୍ରେସର ଦାବି ଏହାକୁ ନେଇ ସର୍ବ ଦଳୀୟ ବୈଠକ ଡକାଯାଉ । ଚାଷୀଙ୍କୁ ତାଙ୍କର କ୍ଷୟକ୍ଷତିର ଆକଳନ କରାଯାଇ ତାଙ୍କୁ କ୍ଷୟକ୍ଷତି ପ୍ରଦାନ କରାଯାଉ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।