Mangala Alati | ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ
ମୟୂରଭଞ୍ଜରେ ନବୀନଙ୍କ ମାରାଥନ୍ ପ୍ରଚାର

ନବୀନଙ୍କ ମିଶନ ମୟୂରଭଞ୍ଜ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜରେ ନବୀନଙ୍କ ମାରାଥନ କ୍ୟାମ୍ପେନ । 2ଦିନିଆ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଞ୍ଜ ବଡସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା , ମାଣତ୍ରୀ, ବଡସାହି , ଡୁକୁରା , ସାନକେରକୋରେ ରୋଡ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ନିଜ ଶ୍କତି ପଦର୍ଶନ କରିଛନ୍ତି। ସେଭଳି ବଡସାହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର କରିଛନ୍ତି ନବୀନ । ବଡସାହି ନିର୍ବାଚନ ମଣ୍ଡଳୀ ରେ ଶତାଧିକ ମହିଳା ଓ ପୁରୁଷ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
Download Argus News App
