ପୂର୍ବରୁ ପିପିଲି ଅଞ୍ଚଳର ଅନେକ ମନ୍ଦିରରୁ ମୂର୍ତ୍ତି ଚୋରୀ ହୋଇଥିବା ବେଳେ ଏବେ କିଛିଦିନ ବ୍ୟବଧାନରେ ପୁଣି ମନ୍ଦିର ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି । ଏହାକୁ ନେଇ ମନ୍ଦୀର ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
କିଛି ମାସ ପୁର୍ବରୁ ପୁରୀର ଚନ୍ଦନପୁର ଥାନା ବୀରନରସିଂହପୁର ମୂର୍ତ୍ତି ଚୋରୀ ହୋଇଥିଲା ।
ଆହୁରି ଘଟୁଥିବା ଓଡ଼ିଶାର ଅପରାଧ ଖବର ପଢନ୍ତୁ..
୧୦ ଅଷ୍ଟ ଧାତୁ ନିର୍ମିତ ଓ ବହୁ ପୁରାତନ ମୂର୍ତ୍ତି କଲେ ଚୋରୀ

ଅର୍ଗସ ବ୍ୟୁରୋ : ପିପିଲିରେ ପୁଣି ମାତିଲେ ମନ୍ଦିର ଲୁଟେରା । ୧୦ ଅଷ୍ଟ ଧାତୁ ନିର୍ମିତ ବହୁ ପୁରାତନ ମୂର୍ତ୍ତି କଲେ ଚୋରୀ । ପୁରୀ ପିପିଲି ଥାନା ସଂପୁର ପଞ୍ଚାୟତ ଅନ୍ତର୍ଗତ ରାଜତେଇ ଗ୍ରାମରେ ଅବସ୍ଥିତ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ବହୁ ପୁରାତନ ମନ୍ଦିରରୁ ଚୋରୀ ହୋଇଛି ।
Download Argus News App
