ହରଭଙ୍ଗା ଅଞ୍ଚଳରେ ଛାଲ ବିକ୍ରି ପାଇଁ ଡିଲ୍ ହେବା ବିଷୟରେ ସୂଚନା ମିଳିବା ପରେ ବନବିଭାଗ ସହାୟତାରେ ଚଢ଼ଉ କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ଶିକାରୀ ପାଖରୁ 3 ଟି ଛାଲ ଜବତ କରି ଶିକାରୀକୁ ଗିରଫ କରାଯାଇଛି । ଜନ୍ତୁ ଗୁଡ଼ିକୁ ସାତକୋଶିଆ ୱାଇଲ୍ଡ୍ ଲାଇଫ୍ ଅଞ୍ଚଳରୁ ଶିକାର କରାଯାଇଥିବା ଅନୁମାନ କରାଯାଉଛି । ଏହି ଛାଲ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଡେରାଡୁନର ଫରେନସିକ ଲ୍ୟାବକୁ ପଠାଯିବ ବୋଲି କହିଛନ୍ତି STF ଏସପି ।
ଆହୁରି ପଢନ୍ତୁ ଅପରାଧ ଖବର...