ରେଢୁଆ ଧରତଙ୍ଗଡ ଜଙ୍ଗଲରେ ଥିବା ହରିଣ ଚାଷ ଜମି କୁ ନଷ୍ଟ କରିବା ସହିତ ମାଙ୍କଡ ମାନେ ପନି ପରିବା କୁ ନଷ୍ଟ କରୁଛନ୍ତି। ପ୍ରତିବାଦରେ ସ୍ଥାନୀୟ ଲୋକ ଓ ନବ ନିର୍ମାଣ କୃଷକ ସଂଘଠନ ତରଫରୁ ପ୍ରତିବାଦ କରାଯାଇଛି। ଜଙ୍ଗଲ ଅଞ୍ଚଳରେ ପାଚେରୀ ନିର୍ମାଣ ପାଇଁ ଦାବି ଯୋର ଧରିଛି।
ରଘୁନାଥପୁର ରେଢୁଆ ଗ୍ରାମରେ ଚୁଲା ବନ୍ଦ ଆନ୍ଦୋଳନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ରେଢୁଆ ଗ୍ରାମରେ ଚୁଲା ବନ୍ଦ ଆନ୍ଦୋଳନ । ଦୀର୍ଘ ବର୍ଷ ହେବ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହରିଣ ଉପଦ୍ରବ ଦ୍ବାରା ଚାଷ ଜମି କ୍ଷତି ଗ୍ରସ୍ତ ହେଉଛି।
Download Argus News App
