ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଦିନ ପୂର୍ବରୁ ଏହି ଗଛକୁ କାଟିବା ବେଳେ ଅଘଟଣ ଘଟିଥିଲା ଯେଉଁଥିପାଇଁ ଗଛଟିକୁ ନକାଟି ଛାଡି ଦିଆଯାଇଥିଲା। ଗଛ କଟା ହେବା ବେଳେ ବାହାରିଥିଲା 3ଟି ତ୍ରିଶୂଳ । ଗଛ କାଟିଥିବା ଲୋକ ଵି ଏବେ ମେଡିକାଲରେ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।
ଅଧିକ ପଢନ୍ତୁ ଓଡ଼ିଶା ଖବର