ତେବେ ଖବର ପାଇ ମାନଙ୍କ ବାପା ମା ଭଣ୍ଡାରିପୋଖରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମେଡିକାଲରେ ସମସ୍ତେ ସ୍ବାସ୍ଥ୍ୟ ଥିବା ଦେଖିବାକୁ ମିଳିଛି । କିନ୍ତୁ ଶିକ୍ଷକ ମାନେ ଥିବା ଅବସ୍ଥାରେ କିଭଳି ପିଲାମାନେ ସ୍କୁଲ ଭିତରେ ବିଷାକ୍ତ ଫଳ ଖାଇଲେ ତାହାକୁ ନନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ସମେତ ପୋଲିମାନେ ସପ୍ତମ ଶ୍ରେଣୀରେ ବୋଲି ସୂଚନା ଅନୁଯାୟୀ ଜଣାପଡିଛି ।
ବିଷାକ୍ତ ଫଳ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ଅର୍ଗସ ବ୍ୟୁରୋ : ବିଷାକ୍ତ ଫଳ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଭଦ୍ରକ ଭଣ୍ଡାରିପୋଖରୀ ଅରେଇକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଵନ୍ଦୁରୀ ଫଳ ନାମଙ୍କ ବିଷାକ୍ତ ଫଳ ଖାଇ ୨୦ ଛାତ୍ର ଛାତ୍ରୀ ଅସୁସ୍ଥ ସ୍ଵାସ୍ଥ୍ୟଭଣ୍ଡାରିପୋଖରୀ ଚିକିତ୍ସାଳୟରେ ଭର୍ତ୍ତି । ପିଲାଙ୍କ କହିବା କଥା ସ୍କୁଲର ଦୁଇ ଜଣ ଛାତ୍ର ପେସ୍ତା ବାଦାମ କହି ଅନ୍ୟ ପିଲାମାନଙ୍କୁ ଦେଇଥିବା ବେଳେ ପଲିମାନେ ଖାଇଥିଲେ ଅଉ କିଛି ସମୟପରେ ଅସୁସ୍ଥ ହୋଇ ପଡ଼ିଥିଲେ ।
Download Argus News App
