ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଅ ପଢିବାକୁ ସ୍କୁଲ୍ କୁ ଯାଇଥବା ବେଳେ ଶିକ୍ଷୟତ୍ରୀ ତାକୁ କୌଣସି କଥା କୁ ନେଇ ମାଡ଼ ମାରିଥିଲେ ଫଳରେ ଛୁଆଟି ଲହୁ ଲୁହାଣ ହୋଇ ଘରକୁ ଆସିବା ପରେ ପରିବାର ଲୋକେ ତାକୁ ଆନନ୍ଦପୁର ମେଡ଼ିକାଲ୍ ରେ ଚିକିତ୍ସା କରାଉଛନ୍ତି।
ଅନ୍ୟପକ୍ଷରେ ଅଭିଯୋଗ ଭିତ୍ତିହୀନ ଖେଳିବା ସମୟରେ ଛୁଆ ର ନାକ ଫାଟିବାରୁ ଏଭଳି ହୋଇଛି ବୋଲି କହିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ। ତେବେ ଘଟଣାକୁ ନେଇ ବ୍ଲକ ଶିକ୍ଷାଧିକାରୀ ତଦନ୍ତ କରିବାର ଆବଶ୍ୟକତା ଥିବା ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।