Naba Das Death Case | ୩୬ ଘଣ୍ଟା ପରେ ବି ଗୋପାଳ ଦାସଙ୍କ ଭାଇକୁ ଘରେ ଛାଡିନି କ୍ରାଇମବ୍ରାଞ୍ଚ
ଛାତ୍ରୀ ହିତେଶ୍ଵରି ନାଏକ ନିଖୋଜ ଘଟଣାରେ ନୂଆ ମୋଡ

ଅର୍ଗସ ବ୍ୟୁରୋ : ନୂଆପଡ଼ା ସଦର ଥାନା ରତିପାଳି ଗାଁର ଛାତ୍ରୀ ହିତେଶ୍ଵରି ନାଏକ ନିଖୋଜ ଘଟଣା । ଘଟଣାରେ ନୂଆ ମୋଡ । ବେନାମୀ ଚିଠିରୁ ଖୋଲିଲା ଗୁମର । ବେନାମୀ ଚିଠିରେ ହତ୍ୟା ହୋଇଛି ବୋଲି ଦର୍ଶାଯାଇଛି। ଚିଠି ପାଇବା ପରେ ନୂଆପଡ଼ା ପୋଲିସ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଚିଠିରେ ୫ଜଣ ଅଭିଯୁକ୍ତଙ୍କ ନାଁ ରହିଛି। ପୋଲିସ ପାଞ୍ଚ ଜଣଙ୍କୁ ଉଠାଇ ନେଇ ତଦନ୍ତ କରୁଛି । ଗତ ଜାନୁଆରୀ ମାସରେ ଛାତ୍ରୀ ନିଖୋଜ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ।
Download Argus News App
