ଏହି ସବୁ ସମସ୍ୟା ବିଷୟରେ ଦୀର୍ଘଦିନ ଧରି ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସମାଧାନ କରାଯାଉନଥିବାରୁ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଛନ୍ତି ଷ୍ଟୁଡେଣ୍ଟ Voiceର ସଦସ୍ୟ ।
ଓଡ଼ିଶା ଷ୍ଟୁଡେଣ୍ଟ Voice ତରଫରୁ ନବୀନ ନିବାସ ଘେରାଉ

ଅର୍ଗସ ବ୍ୟୁରୋ : ଓଡ଼ିଶା ଷ୍ଟୁଡେଣ୍ଟ Voice ତରଫରୁ ନବୀନ ନିବାସ ଘେରାଉ ଉଦ୍ୟମ । ଶିଶୁ ଭବନ ଛକରେ ଅଟକ ରଖିଲା ପୋଲିସ । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହେଉଥିବା ରାଗିଂ, ଅଣଛାତ୍ର ପ୍ରବେଶ ଏବଂ ଦୀର୍ଘଦିନ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ କରି ଷ୍ଟୁଡେଣ୍ଟ voiceର ଶତାଧିକ ସଦସ୍ୟ ବାଇକ ରାଲିରେ ଆସି ପ୍ରତିବାଦ ଜଣାଇଛନ୍ତି ।
Download Argus News App
