କେନ୍ଦ୍ର ସରକାର ଓ ଦକ୍ଷିଣ ଆଫ୍ରିକା ସରକାରଙ୍କ ସହ ଚିତା ଆସିବା ନେଇ ଚୁକ୍ତି ସାକ୍ଷର
ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଅଘଟଣ

ଅର୍ଗସ ବ୍ୟୁରୋ : ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଅଘଟଣ । ବିଶ୍ବବିଦ୍ୟାଳୟର ପରିସରରେ ଥିବା ମହିଳା ଛାତ୍ରୀ ନିବାସରେ ରହୁଥିବା ବେଦାନ୍ତ ବିଭାଗର ପ୍ରଥମ ବର୍ଷ ଛାତ୍ରୀଙ୍କ ଆତ୍ମହତ୍ୟା। ଛାତ୍ରୀଙ୍କ ନାଁ ପ୍ରଜ୍ଞା ପାରମିତା ପରିଡା। ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
Download Argus News App
