ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
ଫଳରେ ସ୍କୁଲ କତ୍ତୃପକ୍ଷ ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ଏକ ଅଟୋ ଯୋଗେ ଧରାକୋଟ ମେଡିକାଲ କୁ ଆଣିଥିବା ବେଳେ ଏହି ଘଟଣା ପରେ ଗ୍ରାମରେ ଚାପା ଉତେଜନା ଲାଗି ରହିଛି। ଏପଟେ ଅସୁସ୍ଥ ଛାତ୍ର ଛାତ୍ରଙ୍କୁ ଉପଯୁକ୍ତ ଔଷଧ ପ୍ରଦାନ କରାଯାଇଛି । ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଧରାକୋଟ ମେଡିକାଲ ଇଂଚାର୍ଜ କହିଛନ୍ତି।