ଶିକ୍ଷକ ନରେନ୍ଦ୍ର ବାଗଲଙ୍କ ବଦଳି ପ୍ରତିବାଦରେ ଏଭଳି ଆନ୍ଦୋଳନ କରାଯାଇଛି । ଡିହକୁଳା- ଯାଜପୁର ରାସ୍ତା ଅବରୋଧ କରିବା ଫଳରେ ଦୀର୍ଘ ସମୟ ପାଇଁ ଯାତାୟାତ ବନ୍ଦ ହୋଇଯାଇଛି । ଶିକ୍ଷକ ବଦଳି ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।